Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya kumar Rout

Romance Fantasy

3  

Akshaya kumar Rout

Romance Fantasy

ବର୍ଷା

ବର୍ଷା

1 min
427



ବର୍ଷା ଆସେ ବର୍ଷା ଯାଏ

ସ୍ମୃତି କେତେ ଛାଡି ଯାଏ

ନଦୀ କୂଳେ ଝାଉଁ ବଣେ

ଝରଣା ର ତୀରେ ତୀରେ

କିଛି ଭୁଲି ପାରେନା !


ଭିଜା ବସ୍ତ୍ର ସୁଖି ଯାଏ

ଭିଜା ତନୁ ସୁଖି ଯାଏ

ଭିଜା ଆଖି ସୁଖେ ସିନା

ଓଦା ମନ ଶୁଖେନା !


ତୁମେ ସିନା ଭୁଲିଗଲ

ଶ୍ରାବଣର ଫୁଆରାକୁ

ମୁଯେ ଭୁଲି ପାରେନା

ଓଦା ଏ ମନଟା ମୋ ଗ୍ରୀଷ୍ମ ରେ ବି ଶୁଖେନା !


ବାଟ ଚାହିଁ ବସିଛି ମୁ ବିରହରେ

କେବେ ତୁମେ ଫେରିବ

ମୋ ହୃଦୟ ଆକାଶରେ

ପ୍ରୀତି ବର୍ଷା ଝରିବ

ଓଦା ଏ ମନଟା ମୋ ରିମଝିମ ଫୁଆରାରେ ସୁଖିବ !


Rate this content
Log in

Similar oriya poem from Romance