STORYMIRROR

Sukadev Mahanta

Abstract Romance

3.4  

Sukadev Mahanta

Abstract Romance

ବରଷା ରାଣୀର ଆଗମନେ

ବରଷା ରାଣୀର ଆଗମନେ

1 min
224


ବରଷାରାଣୀର ଆଗମନେ ଧରଣୀ ରାଣୀର ହରଷ

 ଅନନ୍ତ ଗଗନ ଦେବକି ସତରେ ସ୍ନିଗ୍ଧ ଜଳର ପରଶ । ।

ଭିଜିଗଲା ତାର ଫୁଙ୍ଗୁଳା ଦେହଟା ଆକାଶରୁ ଝରି ବର୍ଷା

ଘଡଘଡି ନୁହେଁ ଆକାଶ ହସୁଛି ଢାଳି ଦେଇ ଜଳ ସହସା ||

ସିକ୍ତ ଦେହରେ ଅନାଇ ଦେଖେତ ଅନାଇ ହସୁଛି ଆକାଶ

ସବୁଜପଣତେ ଲାଜରେ ଘୋଡାଇ ମୁରୁକି ମୁରୁକି ହସ ||


Rate this content
Log in

Similar oriya poem from Abstract