Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Children Stories Inspirational

3  

Gangotri Priyadarshini

Abstract Children Stories Inspirational

ବର୍ଣ୍ଣମାଳା

ବର୍ଣ୍ଣମାଳା

1 min
251



ଅ ଆ ଇ ସ୍କୁଲ ଗଲେ ବସ୍ତାନୀ ଧରି

ଈ ଉ ଊ ତାଙ୍କ ସହ ଗଲେ ବାହାରି

ଋ ଏ ଐ ଓ ଔ ଗାଁ ସାଥିଙ୍କ ମେଳେ

କିଏ ଦୌଡେ କିଏ ଲୁଚିକି ଖେଳେ ।।

କ ଖ ଗ ଘ ଙ ଭଲ ଭଲ ପାଠ ପଢନ୍ତି

ଚ ଛ ଜ ଝ ଞ ମିଶି ଗୀତ ଗାଆନ୍ତି

ଟ ଠ ଡ ଢ ତ ସବୁରି ପ୍ରିୟ ସଭିଏଁ

ତ ଥ ଦ ଧ ନ ଏକକୁ ଆରେକ ବଳି ଯାଏ ।।

ପ ଫ ବ ଭ ଗୁରୁଜନେ ସଦ କରି ସନମାନ

ମ ଯ ୟ ର ସୁବିଦ୍ୟାର୍ଥି ଏକାଗ୍ରତା କାରଣ

ଳ ଲ ଶ ଶିଖିଲେ ମାତା ପିତା ଈଶ୍ୱର ସମାନ

ଷ ସ ହ ପଣ କଲେ ରଖିବେ ଦେଶ ମହାନ ।।


Rate this content
Log in

Similar oriya poem from Abstract