STORYMIRROR

Manaswini Dash

Inspirational Others Children

2  

Manaswini Dash

Inspirational Others Children

ବୃକ୍ଷ

ବୃକ୍ଷ

1 min
85

ଅବନୀ ହସୁଛି ନୀଳ ନଭ ତଳେ ଘୋଡ଼ି ସବୁଜ ଚାଦର 

ସବୁବେଳେ ଦିଏ ମୃଦୁ ହସ ସତେ ଦୁଃଖକୁ ନକରି କାତର 

ବୃକ୍ଷ ଅଛି ବୋଲି ସିନା ବରଷା ରାଣୀର ତାନ ଶୋଭେ କାନେ 

ରୌଦ୍ରତାପ ରେ ଅଧୀର ପୃଥିବୀ ନାଚେ ମନ ଖୋଲି ରିମଝିମ ତାନେ 

ବାଟୋଇଟି  ନିଏ ଶାନ୍ତିରେ ନିଶ୍ୱାସ ସବୁଜ ବନାନୀ ତଳେ 

ମନ ଖୋଲି ଗାଏ ମଧୁର ସଂଗୀତ ବୃକ୍ଷଛାଇ ଗହଳେ 

ଆସ ସବୁ ଭାଇ, ଭଉଣୀ ମାନେ ଲଗାଇବା ବୃକ୍ଷ ମିଶି 

ପୁଣ୍ୟ ଅରଯିବା, ଆଗକୁ ବଢିବା, ସର୍ବତ୍ର ଖେଳିବ ଖୁସି |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational