STORYMIRROR

Kshyama sagar Prusty

Inspirational

3  

Kshyama sagar Prusty

Inspirational

ବ୍ରହ୍ମ ରାକ୍ଷସ

ବ୍ରହ୍ମ ରାକ୍ଷସ

1 min
240


ଆଜିର ଏ ଶ୍ରେଷ୍ଠ ମଣିଷ

କୁ ଅଭ୍ୟାସରେ ପଡି

ହୋଇଯାଏ ବ୍ରହ୍ମ ରାକ୍ଷସ !

ଦିନ ଦ୍ୱିପ୍ରହରେ ହୁଏ ଉତ୍ପାତ 

ଲୁଟିନିଏ ଅବଳାମାନଙ୍କର 

ଇଜତ ମହତ

ରାତ୍ରିର ଅନ୍ଧକାରେ ନିଶାଚର 

ହୋଇ ଉଠେ ହିଂସ୍ର 

ଖୋଜିବୁଲେ ଉଲଗ୍ନ ଦୃଶ୍ୟପଟ !!

ହେ ଯିବ ଶ୍ରେଷ୍ଠ ମଣିଷ 

ତ୍ୟାଗକର କୁଅଭ୍ୟାସ !

ଅନ୍ତକର ବ୍ରହ୍ମ ରାକ୍ଷସ 

ହୋଇଯାଅ ପୁଣି ଶ୍ରେଷ୍ଠ ମଣିଷ 

ହୋଇଯାଅ ପୁଣି ଶ୍ରେଷ୍ଠ ମଣିଷ.. !!


Rate this content
Log in

Similar oriya poem from Inspirational