STORYMIRROR

Sudipta Behera

Inspirational

3  

Sudipta Behera

Inspirational

ବୋଉ

ବୋଉ

1 min
378

ବୋଉ

ସଂଜ୍ଞା ହୀନ ଶବ୍ଦ

ମିଠା ମହକ

ଉନ୍ମୁକ୍ତ ଜୀବନ

ନିର୍ଭର ପ୍ରତିଶ୍ରୁତି

ନିସ୍ୱାର୍ଥ ସାହାରା

ଉଜ୍ଜୀବିତ ହସ I


ବୋଉ

ସ୍ନେହର ପରଶ

ଉଜାଣି ସ୍ରୋତ

ବୁଝି ପାରୁଥିବା ମନ

ସୁଖର ସଂସାର

ଅମାବାସ୍ଯା ର ଚନ୍ଦ୍ର l


ବୋଉ

ଅଲିଖିତ ଉପନ୍ୟାସ

ନିଶବ୍ଦ ଭାଷା କୋଷ

ଅର୍ଥୋନ୍ତର ଅର୍ଥ ନୀତି

ଜୀବନ ର ଇତିହାସ

ଜୀବନ ସଞ୍ଜିବନୀ

ନୀରବ ଜାଗୃତି l


ବୋଉ

ଗହଳିଆ ମନ

ବାସ୍ତବ ସପନ

ଚେନାଏ ହସ

ଦଲକାଏ ସୁଖ

ଉଷୁମ ସ୍ପର୍ଶ

ଜୀବନ୍ତ ଠାକୁର l



Rate this content
Log in

Similar oriya poem from Inspirational