Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madan Mohan Panda

Classics

2  

Madan Mohan Panda

Classics

ବୋଉ

ବୋଉ

1 min
104



ମନେ ପଡ଼ୁଛିଲୋବୋଉତୋ କଥା ସବୁବେଳେ ବୟସର ଶେଷ ଗଡାଣିରେ।

କେବେଠୁଁଗଲୁଣି ଚାଲିସେ ଦୁନିଆକୁ ଅପହଞ୍ଚ ଇଲାକାକୁ ଛାଡ଼ିଦେଇ ସବୁକିଛିଏଇଠି ଏମିତି।

ମୋ କଥା କଣଭୁଲିଯାଇଛୁତୁ ସେପାରିରେସେ ଦୁନିଆରେ ଭଲ ଅଛୁତବୋଉ ?

ମୁଁ ବି ବାହାରିଲିଣିସଉଦା ସାରିଏ ଦୁନିଆ ହାଟରୁସଞ୍ଜ ନଇଁଲାଣିଆଉ କେତେ ଦିନ ?

ଭାରି ଭୋକ ଲୋବୋଉ,ତୋ ହାତ ରନ୍ଧା କେବେଠୁଁ ଖାଇନିତୋ କୋଡରେକେବେଠୁଁ ଶୋଇନିହାତସବୁ ଥରିଲାଣିତୋ ହାତ ଧରିଚାଲିଥିଲି ବାଟ।

ଏ ଆଖିସବୁ ଝାପ୍ସା ହେଲାଣି,ତୁ ଦୁନିଆଦେଖେଇଥିଲୁଆଜି ତୁ ନାହୁଁ ,ମୁଁ ଅଛି !

ବେଳ ରତ ରତହେଲାଣି ଆସିବି ବୋଉତୋ ପାଖକୁଦିନେ ନା ଦିନେଆଉ ଫେରିବିନିଏ ଦୁନିଆକୁ।

ତୋ ଅମାନିଆ ବାବୁଏବେବି ଝୁରୁଛିତତେତୋ ପଣତ କାନିରେ ଲୁଚେଇ ଶୋଇଯିବାକୁ ସବୁଦିନ ପାଇଁ !



Rate this content
Log in

Similar oriya poem from Classics