STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବୋଲି ହୁଁ ଟି

ବୋଲି ହୁଁ ଟି

1 min
365

କୁଆଁର ପୁନେଇଁ ଜହ୍ନ ଲୋ

ବୋଲି ହୁଁ ଟି

ଆଶାଢେ ବୋଇତ ଭସାଣ

ବୋଲି ହୁଁ ଟି

କାର୍ତ୍ତିକେ ସକାଳ ଗାଧୁଆ

ବୋଲି ହୁଁ ଟି

ଶରତେ କାଦୁଅ ଯାତରା

ବୋଲି ହୁଁ ଟି

ଫିକା ମନେ ରଙ୍ଗ ଭରେ ଲୋ

ବୋଲି ହୁଁ ଟି

ଖୁସିର ବାରତା ଦିଏ ଲୋ

ବୋଲି ହୁଁ ଟି

ସୁଖ ଶାନ୍ତି ଫେରି ଆସେ ଲୋ

ବୋଲି ହୁଁ ଟି

ସର୍ବ ମୁହେଁ ହସ ଫୁଟେ ଲୋ

ବୋଲି ହୁଁ ଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract