Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Romance Classics

3  

Prahallad Sahoo

Abstract Romance Classics

ବୋଇତ ବନ୍ଦାଣ ଓ ଖୁସି

ବୋଇତ ବନ୍ଦାଣ ଓ ଖୁସି

1 min
197



ଶୀତ ସକାଳର ଆନନ୍ଦ ବୋଇତ ବନ୍ଦାଣ

ଆ କା ମା ବୈ ଶବ୍ଦର ଚତୁର୍ଦ୍ଦିଗ ଗୁଞରଣ।

ଧୀରେ ଧୀରେ ବ୍ଯାପକ ଶୀତର ଆଶ୍ଲେଷ

ଶୁଭ୍ର ମୁକ୍ତା ସମ ଦିଶେ ସୁନା ଝରା ଶିଶିର ।

କାର୍ତ୍ତିକରେ ପୂର୍ବ ପଶ୍ଚିମେ ବହେ ପବନ

ସାଧବ ବହୁ କରଇ ବୋଇତ ବନ୍ଦାଣ ।

ବେପାର ବଣିଜ କରେ ସାଧବ ବିଦେଶେ

ଜାଭା-ବୋର୍ଣ୍ଣିଓ-ସୁମାତ୍ରା ଅନେକ ଦେଶେ।

ମୌସୁମ ବହେ ଉତ୍ତର ଦକ୍ଷିଣେ ଆଷାଢ ମାସେ 

ଧନ ଦୌଲତ ସାଥେ ସାଧବ ଓଡିଶା ଆସେ।

ଆ କା ମା ବୈ ପାନ ଗୁଆ ଥୋଇ ସଂସ୍କୃତି 

ପାନ ଗୁଆ ତୋର ମାସକ ଧରମ ମୋର ସ୍ମୃତି । 

ସ୍ମରଣ କରି ଐତିହ୍ଯ ପୂର୍ବ ପରମ୍ପରା 

ଭସାଇ ଥାଉ କଦଳୀ ପଟୁଆର ଡଙ୍ଗା ।



Rate this content
Log in

Similar oriya poem from Abstract