Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Inspirational

4  

baishnaba meher

Inspirational

ବଞ୍ଚିଛି ବୋଲି

ବଞ୍ଚିଛି ବୋଲି

1 min
378


ଛୁଆ ସମୟେ

କେତେ କଷ୍ଟ ସହିଛି,

ବଞ୍ଚିଛି ବୋଲି

ଏତେ ଅଭିନୟ କରୁଛି l


ଝୁଣ୍ଟିଛି କେତେ

ପୁଣି ମୁଁ ଉଠିଛି,

ହାରିଯିବା ଭୟରେ

ମିଛ ଅଭିନୟ କରିଛି l


ଦୁନିଆ ମାଙ୍ଗେ

ମୋ ଅସ୍ତିତ୍ବର ପ୍ରମାଣ,

ମୁଁ ବଞ୍ଚିଛି

ମଲେ ଦୁଇ ଦିନ l


ମୋ ଶରୀରକୁ

ନିଆଁରେ ଜାଳି ପୋଡ଼ିଦେବେ,

ଯଦି ପଡିରହେ

କୀଟ ପୋକ ଖାଇଯିବେ l


କାହାକୁ କହିବି

କ୍ଷଣ ଭଙ୍ଗୁର ଦୁନିଆ,

ଆଖି ଲୁହ

ପାଟି ପାଖେ ଲୁଣିଆ l


ଭିନ୍ନ ଭିନ୍ନ

ମୁହୂର୍ତ୍ତରେ ଭିନ୍ନ ରୂପ,

ମଣିଷ ଚିହ୍ନିବା

କେତେ ଯେ କଷ୍ଟ l


ବଞ୍ଚିଛି ବୋଲି

କରୁଛି ଏତେ ଅଭିନୟ,

ମଲା ପରେ

ନିମିଷେ ହେବ ଶେଷ l


ହେ ଜୀବନ

ଜିଇଁଯା ତୋ ଆୟୁଷ,

ଆଜି ବଞ୍ଚିଛୁ

କାଲି ଅନିଶ୍ଚିତ ଭବିଷ୍ୟତ l


Rate this content
Log in

Similar oriya poem from Inspirational