STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବଞ୍ଚି କି ପାରିବ?

ବଞ୍ଚି କି ପାରିବ?

1 min
198

ଭାବନାହୀନ ମଣିଷ ହୋଇ

ଛାତିକୁ ପଥର କରି

ମରି ମରି

ହସି କି ପାରିବ କାନ୍ଦି କାନ୍ଦି

ନିରୀହ ମନ ଓ ଇର୍ଷାହୀନ ଜୀବନ

ନିର୍ଲୋଭି ହୋଇ

ଅହିଂସାର ବାଟରେ

ଦୟା ଓ ତ୍ୟାଗର ପଥିକ ହୋଇ

ସ୍ୱାର୍ଥ ବିନା ସାଥିହୋଇ

ଦେଇପାରିବ କି ଜୀବନ

ସାଥି ପାଇଁ, ଜାତି ପାଇଁ

ନୀଚମନା ନ ହୋଇ

ଆପଣେଇ ପାରିବ କି

ଅଜଣା ଜାତିର, ନ ଶୁଣିଥିବା ଗୋତ୍ରର ଝିଅକୁ

ଜୀବନସାଥି କରି

ମନରେ ନ ଥିବ

ଛୋଟ ଆଉ ବଡ଼ ଜାତିହେବାର ଅହମିକା ଅନ୍ଧକାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract