STORYMIRROR

Sanjya Tripathy

Classics

3  

Sanjya Tripathy

Classics

ବଣଭୋଜୀସଂଜୟ କୁମାର ତ୍ରିପାଠୀ

ବଣଭୋଜୀସଂଜୟ କୁମାର ତ୍ରିପାଠୀ

1 min
206


ନିଘଂଚ ଅରଣ୍ୟନୀରେ ଶୂନ୍ୟତାର ସାମ୍ରାଜ୍ୟ

ନୀରବତାର ଆଧିପତ୍ୟ

ସେ ଅଖ ଣ୍ଡ ଶାନ୍ତି ମୟ

ପରିବେଶକୁ

ଇଂଗିତ କଲେ ଦଳେ କ୍ଷୁଧା ପାଇଁ

ମଣିଷ

ପ୍ରକୃତି ରାଣୀର କୋଳକୁ

ଆସିଲେ ଖାଇବାକୁ

ଜଙ୍ଗଳର ପଶୁପକ୍ଷୀ – ପିଇଯିବାକୁ ଗିରିଝରଣା

ସେମାନଙ୍କ ଅଶୁଭ ପଦପାଦ ଦେଲା ଦର୍ଶନ ସଂକେତ

ଜଂଗଲକୁ, ଜଂଗଲଜାତ ଦ୍ରବ୍ୟକୁ, ଜଂଗଲ ଅଧିବାସୀଙ୍କୁ

କାଠ କାଠି ଝୁଣା ମହୁଲ ଲାଖ ଚାର କେନ୍ଦୁ ଡାଳକୁ

କଂଗଲରେ ନିର୍ବନ୍ଦରେ ଘୁରି ବୁଲୁଲୁଥିବା ତୃଣଭୋଜୀ,

ମାଂସାଶୀ ପଶୁ ଜଗତକୁ

ଜଙ୍ଗଲରେ ଛପି ରହିଥିବା ମାଓବାଦୀ ରୂପୀ କ୍ଷୁଧାତୁର

ମଣିଷଟିକୁ

ପ୍ରାକୃତିକ ପରିବେଶକୁ ମୁଖରିତ କରୁଥିବା କଳରବକୁ

ଚପଳ ଝୁଦା ମୟୁରୀକୁ ଅହିଂସା ବାଘଭାଲୁଙ୍କୁ

ଶିକାର କରିମାଂସ ଖାଇବାର ପ୍ରତିଯୋଗିତାରେ

ଉତ୍ତୀର୍ଣ୍ଣ ହୋଇ ମୁଁ ବାହାରିଲି

ଡୋକିରି ଚରାରେ ବଣଭୋଜି କରିବାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics