STORYMIRROR

Susil Pani

Classics

2  

Susil Pani

Classics

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
275

       

ବନ୍ଧୁ ପରି ବନ୍ଧୁ ଜଗବନ୍ଧୁ

          ସେ ଯେ ଜଗତର କୃପାସିନ୍ଧୁ

ବନ୍ଧୁ ମହାନ୍ତି ମହାପ୍ରସାଦ ଦେଈଣ

         ଦିଗ୍ଦର୍ଶନ ଦେଈଛନ୍ତି ପ୍ରାଣବନ୍ଧୁ

ତାଙ୍କ ପରି ବନ୍ଧୁ ନାହିଁକେ ଜଗତେ

           ଜଗତର ନ୍ମାଥ ଜଗନ୍ମାଥ

ଜିବ ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ

         ପାଳନ କରନ୍ତି ହୋଈ କରତା

ଦୁଖ ସୁଖ ଭଲ ମନ୍ଧରେ ଭରସା

         ହୋଈଥାନ୍ତି ସେଈ ଜଗତ ପତି

ତ୍ରେତୟାରେ ରଖି ବନ୍ଧୁତ୍ବ ମହତ

    ବାଳିବଦ୍ଧ କରି ସୁଗ୍ରିବକୁ ରଜା କରାଈଲେ

ଦ୍ବାପରରେ ସୁଦାମା ଅର୍ଜୁନ ବନ୍ଧୁ ହୋଈ ପୁଣି

     ବନ୍ଧତ୍ବର ମହତ୍ବ ଦେଖାଈ ରକ୍ଷା କଲ

  ଜୁଗେ ଜୁଗେ ବନ୍ଧୁତ୍ବ ମହତ ରଖିଣ

      ଜଗବନ୍ଧୁ ବୋଲାଈଛନ୍ତି ବୈକୃଣ୍ଠ ପତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics