pawan Rajput

Action Fantasy Inspirational

3  

pawan Rajput

Action Fantasy Inspirational

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
149


ତ୍ରେତୟା ରେ ବନ୍ଧୁ 

ସୁଗ୍ରୀବ ଙ୍କ ପାଇଁ

ପ୍ରଭୁ ଲଙ୍କା ଜିତିଥିଲେ ।


ଯୁଦ୍ଧ ରେ ପୁଣି 

ରାବଣ କୁ ନାଶି

ମାଆଙ୍କୁ ନେଇ ଆସିଲେ ।


ଦ୍ଵାପର ରେ ପ୍ରଭୁ 

ବନ୍ଧୁଙ୍କ ସହିତ

ଖୁଦ ଭଜା ଖାଇଥିଲେ ।


କୃଷ୍ଣ ସୁଦାମା ଙ୍କ

ଅତୁଟ ବନ୍ଧୁତା

ଜନ୍ମ ଜନ୍ମ ରହିଗଲା ।


ବନ୍ଧୁତ୍ୱ ବୁଝେନା

ଉଚ୍ଚ, ନିଚ, ଧନୀ,

ଗରିବ, ଅଜାତି କିଏ ।


ବନ୍ଧୁଟେ ଆସିଲେ

ଜିବନରେ କେବେ

ଜୀବନଟା ପୁରା ହୁଏ ।


Rate this content
Log in

Similar oriya poem from Action