STORYMIRROR

Alok Ranjan DASH

Abstract

2  

Alok Ranjan DASH

Abstract

ବନ୍ଧୁତ୍ୱ ର ପ୍ରତିଶୃତି

ବନ୍ଧୁତ୍ୱ ର ପ୍ରତିଶୃତି

1 min
218

ଜୀବନ ର ପ୍ରତି କ୍ଷଣ ରେ

ସୁଖେ ବିତୁ ଅବା ବିତୁ ସେ କଷଣ ରେ,

ଯିଏ ମୋ ପାଖେ ପାଖେ ଥାଏ

ପ୍ରକୃତ ବନ୍ଧୁ ବୋଲି ତାକୁ କହେ


ଜନ୍ମ ହୋଇପାରେ ଅଲଗା ଅଲଗା ଘରେ

ଆମର ଦେହ ବି ଅଲଗା ହୋଇପାରେ,

ହେଲେ ମନ ତ ଗୋଟାଏ

ଆମେ ଦୁହେଁ ଅଟୁ ଦୁହିଁଙ୍କ ଭରସା

ରହିବ ଅତୁଟ ବନ୍ଧୁତ୍ୱ ଆମର

ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏଁ


ଚାଲ ଆଜି କରିବା ବନ୍ଧୁତ୍ୱ ର ପ୍ରତିଶୃତି

ଏମିତି ହସ ଖୁସି ରେ ବାକି ଜୀବନ

ଟା ଯାଉ ବିତି ,

ଯେତେ ଝଡ଼ ଯେତେ ବିପଦ ଆସିଲେ ବି

ଦୁହେଁ ମିଶି ପାରି ହୋଇଯିବା

ଚାଲିବା ଫୁଲେଇ ଛାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract