STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ବନ୍ଧୁମୋର ଦୀନବନ୍ଧୁ ଘନଶ୍ୟାମ ଜେନା

ବନ୍ଧୁମୋର ଦୀନବନ୍ଧୁ ଘନଶ୍ୟାମ ଜେନା

1 min
6

ବନ୍ଧୁମୋର ଦୀନବନ୍ଧୁ କବି କୁସୁମ ଗୌରବ ଘନଶ୍ୟାମ ଜେନା ବନ୍ଧୁମୋର ଦୀନବନ୍ଧୁ କାଳିଆସୁନା ଆଉ ଯେତେ ବନ୍ଧୁ ମୋର ମନ ମାନେନା।ଘୋଷା। ଦାସିଆ ବାଉରୀ ବନ୍ଧୁ,ବନ୍ଧୁ ସୁଦାମା ସୁବର୍ଣ୍ଣ ଥାଳିରେ ଦେଲ ଦିବ୍ୟ ବ୍ୟଞ୍ଜନ। ଭକତ ଜନ ବନ୍ଧୁ,ହେ ପ୍ରଭୁ କୃପାସିନ୍ଧୁ ସାଲବେଗ ଯବନ,ବନ୍ଧୁ ମହାନ୍ତି ବନ୍ଧୁ ସିନ୍ଧୁକୂଳେ ଉଡ଼ାଉଛ ପତିତ..ବାନା।ବନ୍ଧୁମୋର... ଭକତ ବିଦୁର ବନ୍ଧୁ,ଧ୍ରୁବ ପ୍ରହ୍ଲାଦ ଗଜ ଉଦ୍ଧାରଣ ମୃଗୁଣୀ ଆର୍ତ୍ତନାଦ ଦ୍ରୌପଦୀଙ୍କ ଆରତ,ଦେଲ ବିପୁଳ ବସ୍ତ୍ର କେତେ କେତେ ଭକତ,କରିଅଛ ମୁକତ ପ୍ରହଲ୍ଲାଦ ଇନ୍ଦ୍ରପଦେ କଲ ସ୍ଥାପନା। ବନ୍ଧୁମୋର... ବାଜାବଜା ପାପୀ ଅଜାମିଳ ଉଦ୍ଧରୀ ଗଜରାଜ ରଖିଲ ହେ ବ୍ରଜବିହାରୀ ମହଦେଈପୂର,ଗୁରାଣ୍ଡି,ପାରଳାଖେମୁଣ୍ଡି,ଗଜପତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational