STORYMIRROR

Banishree Upadhyaya

Inspirational

4  

Banishree Upadhyaya

Inspirational

ବନ୍ଧୁ

ବନ୍ଧୁ

1 min
23.8K

ମଣିଷ ପରି ଅନେକ ପଶୁ ପକ୍ଷୀ ସବୁ 

ଅଛନ୍ତି ପୃଥିବୀ ଜଗତେ 

ସୃୃଷ୍ଟି କରିିିଛନ୍ତ ଈଶ୍ବର ଏହାକୁ 

ସକଳ ପ୍ରରାଣୀଙ୍କ ହିତେ 

ପରସ୍ପର ସେନ୍ହ ମମତା ବନ୍ଧନେ 

ବଞ୍ଚ ରହିଛନ୍ତି ସାଥି ରେ

 ସୁୁୁଖ ଦୁଃଖ ବେଳେ ନିକଟେ ରହିବେ 

ସାହାଯ୍ୟ କରିିିବା ପାଇଁ ରେ 

ସଂସାର ପଶୁପକ୍ଷୀ କେହି 

କ୍ଷୁଧାରୀତି ହୋଇ ନରହୁ 

କେହି କାହାଠାାରୁ ଶୋଷିତ ପୀଡିତ 

ଲାଞ୍ଚିତ ନ ହୋଇ 

ଆତ୍ମୀୟତା ସହ ସ୍ନେହ ମମତାର

ସୌନ୍ଧ୍ଦର୍ଯ୍ୟ ବୃଦ୍ଧି ପାଉ 

ପଶୁହେଲେ ବି ମଣିଷ ଙ୍କ ପରି 

ମିିିତ୍ର ତା ସ୍ଥାପନ ହେଉ 

ସଂକଟ ସମୟେ ବିଶ୍ଵାସୀ ବନ୍ଧୁ ଟି 

ଆବଶ୍ୟକ ହୁଅଇ 

ସୁଖରେ ଦୁଃଖ ରେ ଆପଦ ବିପଦେ 

ଭରସା କେତେ ମିଳଇ 

ବନ୍ଧୁ ତା ର ପ୍ରେମ ଈଶ୍ବର ଙ୍କ ଦାନ 

ବନ୍ଧୁ ଠାରୁ ହିଁ ମିଳଇ 

ସ୍ନେହ ମମତାର ଅତୁଟ ବନ୍ଧନ 

ବଞ୍ଚି ରହେ ସାଥୀ ହୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational