STORYMIRROR

Nilakantha Dash

Inspirational

3  

Nilakantha Dash

Inspirational

ବନ୍ଧୁ

ବନ୍ଧୁ

1 min
180

 ନିିିଛକ ମଣିଷ ଜଣକ-ବନ୍ଧୁ

ଆବଶ୍ୟକ ବେଳେ ପାଖରେ ଥିବା ମଣିଷ

ଜୀବନ କ୍ଷେତରେ ପ୍ରେମର ମଂଜି ବୁଣିି

କୃୃୃତଜ୍ଞତାର ଫସଲ ଅମଳ କରାଇପାରେ

ବନ୍ଧୁ, କେବଳ ବନ୍ଧୁ।

ହାତକୁ ହାତରେ ମିଶାଇ

ପାଦ ସହ ପାଦର ତାଳ ଦେଇ

ଆଗାମୀ ର ସବୁକୁ 'କିନ୍ତୁ'ନ ରଖି ବାଣ୍ଟିଚାଲେ

ଉନ୍ନତ ମାନର ଚିନ୍ତାଧାରା

ସିିିଏ-ବନ୍ଧୁ।

ଅଭିମାନ ଆଉ ସ୍ବାଭିମାନ ର ଭାଷା କୁ ବୁଝିି

ଯିିିଏ ଆଙ୍କିି ପାରେ ସୁଖ ଦୁଃଖର ଭାବ

ନିିଃସ୍ବାର୍ଥପର ର ଚେତନା ରେ

ନିିିଜ ଆତ୍ମିିୟତାର କାଜନ୍ମ ରୁ ମୃତ୍ୟୁମଝିରେ ହସ-ଲୁୁହ,ଦୁଃଖ-ସୁଖ ର ଜୀବନ

ସବୁଠି ଖୋଜା ହୁଏ କେହି ଜଣେ

ଖୋଜିବାକୁ ହୁଏ,ନିଆରା ମଣିଷଟିଏ

ମିିିଳିିିଗଲେ ଭଲ,ନ ମିଳିଲେ ଭାବିିବାର ନାହିଁ

ଅପେକ୍ଷା ତ କରିବାକୁ ହୁଏ

ମିିିଳିିିବା ଯାଏ ,

ମିିିଳିିିଯାଏ ଅନନ୍ତ ଅପେକ୍ଷା ପରେ

ମିିିଳିିଥିିିିବାନଭାସରେେ

ସିିିଏ ବନ୍ଧୁ , ଜନ୍ମ ଜନ୍ମାନ୍ତରର।

ଷଠୀ ମା'ର ଆଶୀଷ ରୁ ମୃତ୍ୟୁ ଦୂୂୂତର  କର୍ତ୍ତବ୍ୟ ଯାଏ

ଜୀବନ ର ସହଯୋଗୀ, ପ୍ରକୃତ ସାଥୀ

ବନ୍ଧୁ-ନିଛକ ବନ୍ଧୁତା।



Rate this content
Log in

Similar oriya poem from Inspirational