STORYMIRROR

Pradeep Kumar Panda

Drama Romance Fantasy

3  

Pradeep Kumar Panda

Drama Romance Fantasy

ବନ୍ଧୁ

ବନ୍ଧୁ

1 min
166

                

ଜହ୍ନ ଆଲୁଅରେ ପାଇଥିଲି ତତେ

       ସାଜିଲୁ ମୋର ବନ୍ଧୁ।

ତୋ ବିନା ଲାଗେ ମତେ

    ପାଣି ବିନା ଯେସନେ ସିନ୍ଧୁ।।


ଭାବନା ରାଇଜେ ଅଛୁ ସବୁବେଳେ

     ଭାବୁ ଭାବୁ ତତେ ପାଏ।

ପ୍ରଥମ ଦେଖା ରେ ଜାଣିନି ବନ୍ଧୁ

     ତୁ ଥିଲୁ ମୋର କିଏ।।


ଆଜି ସିନା ପାଖେ ନାହୁଁ

       ଅଛୁ ମୋ ହୃଦୟରେ।

କେବେ ମିଶିବା ଆମେ ଦୁଇ ପକ୍ଷୀ

      ଅଛି ମୁଁ ଅପେକ୍ଷାରେ।।


ତୁ ପାଖେ ଥିଲେ ଦୁନିଆଁ ନିଆରା

      ନ ଥିଲେ ଝୁରେ ପରା।

ରଖିନି ଦେବା ପାଇଁ ଅମୂଲ୍ୟ ହାର

     ଭାବି ନେବ ତମେ

           ମୁଁ ଏକା ତୁମର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama