ବନ୍ଧୁ !
ବନ୍ଧୁ !
ବନ୍ଧୁ ଭାବରେ
ମନ କିଣି ନେଇ
ସାଇତି ରଖିଲ
ନିଭୃତ କୋଣେ।
ଧନ୍ୟବାଦ ଦେଇ
ପର କର ନାହିଁ
ମୁଁ ପରା ତୁମର
ନିଜର ଜଣେ ।
ଦୁଃଖ ଦରିଆରେ
ଭାସୁଥାଏ ଯେବେ
ରାତି ଦିନ ଖାଲି
ତୁମକୁ ଭାବେ ।
ସୁଖ ସମୟରେ
ସୁଖ ବାଣ୍ଟି ନିଅ
ଏତିକି ମାତର
ବନ୍ଧୁକୁ ମାଗେ।
ବନ୍ଧୁ ଭାବରେ
ମନ କିଣି ନେଇ
ସାଇତି ରଖିଲ
ନିଭୃତ କୋଣେ।
ଧନ୍ୟବାଦ ଦେଇ
ପର କର ନାହିଁ
ମୁଁ ପରା ତୁମର
ନିଜର ଜଣେ ।
ଦୁଃଖ ଦରିଆରେ
ଭାସୁଥାଏ ଯେବେ
ରାତି ଦିନ ଖାଲି
ତୁମକୁ ଭାବେ ।
ସୁଖ ସମୟରେ
ସୁଖ ବାଣ୍ଟି ନିଅ
ଏତିକି ମାତର
ବନ୍ଧୁକୁ ମାଗେ।