Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ବଂଧୁ

ବଂଧୁ

1 min
4



ମୋ ଉପରେ ବଂଧ୍ଵଂକ ଉଧାରି ଏଇମିତି ରହିବାକୁ ଦିଅ

ବହୁତ ସୁଂଦର ଏ ଋଣ-ମୋତେ ଋଣୀ ରହିବାକୁ ଦିଅ

ଆଖିରେ ଛଳ ଛଳ ହେଉଥ‌ିବା ଲୁହ ଦୁଃଖ ଓ ଖୁଣିରେ

ସେହି ଆଖି ଆନଂଦରେ ସଦା ବହୁତ ପ୍ରେମ ରହିବାକୁ ଦିଅ

ପାଗ ଯେତେ ବଦଳିଲେ ବି

ବସଂତର ପତ୍ରଝଡା ଋତୁରେ ବି

ସଂଜୟ କୁମାର ତ୍ରିପାଠୀ

ମୋର ବଂଧୁମାନଂକୁ ଏଇମିତି ସାରାଜୀବନ ଚିରସବୁଜ ରହିବାକୁ ଦିଅ

ୟେ କେବଳ ଦେଖାଣିଆ ବଂଧୁତ୍ଵ ନୁହେଁ

ବିଶ୍ଵାସର ବଗିଚା

ପ୍ରେମ, ସ୍ନେହର ଫୁଲରେ

ୟାକୁ ଆନଂଦରେ ରହିବାକୁ ଦିଅ ।

ସେହି ମସ୍ତି, ବଦମାଶି ନା ତୁମେ ଭୁଲ ନା ସେ

ବୟସ ଖୁବ୍ ବଢୁଥାଉ

ସେହି ଚରିତ୍ରରେ ରହିବାକୁ ଦିଅ ।


Rate this content
Log in

Similar oriya poem from Abstract