STORYMIRROR

Sanjya Tripathy

Abstract

3  

Sanjya Tripathy

Abstract

ବଂଧୁ

ବଂଧୁ

1 min
10


ମୋ ଉପରେ ବଂଧ୍ଵଂକ ଉଧାରି ଏଇମିତି ରହିବାକୁ ଦିଅ

ବହୁତ ସୁଂଦର ଏ ଋଣ-ମୋତେ ଋଣୀ ରହିବାକୁ ଦିଅ

ଆଖିରେ ଛଳ ଛଳ ହେଉଥ‌ିବା ଲୁହ ଦୁଃଖ ଓ ଖୁଣିରେ

ସେହି ଆଖି ଆନଂଦରେ ସଦା ବହୁତ ପ୍ରେମ ରହିବାକୁ ଦିଅ

ପାଗ ଯେତେ ବଦଳିଲେ ବି

ବସଂତର ପତ୍ରଝଡା ଋତୁରେ ବି

ସଂଜୟ କୁମାର ତ୍ରିପାଠୀ

ମୋର ବଂଧୁମାନଂକୁ ଏଇମିତି ସାରାଜୀବନ ଚିରସବୁଜ ରହିବାକୁ ଦିଅ

ୟେ କେବଳ ଦେଖାଣିଆ ବଂଧୁତ୍ଵ ନୁହେଁ

ବିଶ୍ଵାସର ବଗିଚା

ପ୍ରେମ, ସ୍ନେହର ଫୁଲରେ

ୟାକୁ ଆନଂଦରେ ରହିବାକୁ ଦିଅ ।

ସେହି ମସ୍ତି, ବଦମାଶି ନା ତୁମେ ଭୁଲ ନା ସେ

ବୟସ ଖୁବ୍ ବଢୁଥାଉ

ସେହି ଚରିତ୍ରରେ ରହିବାକୁ ଦିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract