ବନ୍ଧୁ
ବନ୍ଧୁ
ବନ୍ଧନ ର ସମ୍ପର୍କ ଅଟଇ ଭାରି ମଧୁର
ଏ ମୂଲ୍ୟ ବୁଝିଲେ ଜୀବନ ହୋଇବ ସୁନ୍ଦର
ସବୁ ସଖା ମାନେ ବନ୍ଧୁ ଅଟନ୍ତି
ହେଲେ ପ୍ରକୃତ ବନ୍ଧୁ କଷ୍ଟ ରେ ମିଳନ୍ତି
ସ୍ବାର୍ଥ ନ ରଖି କରଇ ଯେ କାମ
ବନ୍ଧୁତା ସମ୍ପର୍କେ ଅର୍ଜିବ ସେ ସୁନାମ
ସୁଖ କାଳେ ନରହି ଦୁଃଖ କାଳେ ଯେ ରୁହନ୍ତି
ସେ ହିଁ ପ୍ରକୃତ ବନ୍ଧୁ ର ପରିଚୟ ଦିଅନ୍ତି।
