ବନ୍ଧୁ
ବନ୍ଧୁ
ଯେତେ ଦୂର। ନ୍ତ ରେ ଥିଲେ ହେ ବନ୍ଧୁ
ହୃଦା ନ୍ତ ରେ ଅଛି ବିଦ୍ୟମାନ
ପାଖେ ଅଚ୍ଚ ଏବେ ହେଲେ ଦୂରେଇ ଗଲେ ବି ମନେ ପଡ଼ିବ ତୁମ ଅଭିମାନ ।
ବନ୍ଧୁ ର ମହତ୍ତ୍ଵ ଶିଖାଇ ଦେଲେ ମୋର ଏ ଇ ଜୀବନେ
ଆମ ଏ ବନ୍ଧୁତ୍ୱ ଉଦାହରଣ ହେଲେ ରହିବ ଜନ ଗହନେ
ଦୁଆପର ଯୁଗ ର କୃଷ୍ଣ ସୁଦାମା ପରି ନ ହେଲେ ପଚ୍ଚ କେ ନାଇ
କଲି ଯୁଗ ର ଏ ମାୟ। ସଂସାରେ ରହିବା ମଣିଷ ପଣି ଆ ନେଇ ।।
କଷ୍ଟ ଦେଇ ଥିଲେ ତୁମକୁ ମୁଁହି କ୍ଷମା କରିଦେବ ମୋତେ
କ୍ଷମା ନ କଲେ ବି ତୁମ ଠାରେ ଲାଗିବା ପାଇଁ ମଜା ଲାଗେ ସେତେ ।।
ଯାହା ଭାବିଲେ ବି ଭାବିବ ହେଲେ ଭାବି ବନି କେଭେ ବୋଝ
ଆଉ କାହା ଜାଗା ନେଇ ଗଲି ବୋଲି ମନେ ରଖି ବନି କ୍ରୋଧ ।
କେଜାଣି ,କାହିଁକି କେମିତି ଆସିଲ ତୁମେ ମୋର ଜୀବନେ
ଈଶ୍ୱରଙ୍କୁ ଜଣା କେମିତି ଯେ ତୁମେ ବାନ୍ଧି ହେଲ ଏ ବନ୍ଧନେ ।
ଆମ ଏ ବନ୍ଧୁତ୍ୱ ହାଲୁକା ନୁହେଁ ,ଯେ ଝଡ଼ ରେ ଉଡ଼ି ଯିବ
ଏ ବନ୍ଧୁତା ଡୋରି ଜନ୍ମ ଜନ୍ମ।ନ୍ତର ପାଇଁ ବାନ୍ଧି ହୋଇ ରହି ଥିି ବ ।।
