STORYMIRROR

ମହାଗାଲୁଆ ସନୁ

Abstract

2  

ମହାଗାଲୁଆ ସନୁ

Abstract

ବନ୍ଧୁ ଓ ବାନ୍ଧବୀ

ବନ୍ଧୁ ଓ ବାନ୍ଧବୀ

1 min
154

 ତୁ ମୋର ବନ୍ଧୁ ମୁଁ ତୋ ବାନ୍ଧବୀ

   ମଦ ସହ ଚାଖଣ 

   ଗଞ୍ଜେଇ ସହ ପଣା

   ସଭିଏଁ ଝୁରନ୍ତି ତା କଥା ଭାବି 


ତୁ ମୋର ବନ୍ଧୁ ମୁଁ ତା ବାନ୍ଧବୀ 

    ହେଲେମେଟ ସହ ଟ୍ରାଫିକ

    ସଙ୍ଗୀତ ସହ ରଫି 

ସଭିଏଁ ଫସନ୍ତି ତା କଥା ଭାବି 


ତୁ ମୋର ବନ୍ଧୁ ମୁଁ ତୋ ବାନ୍ଧବୀ 

    ଜୋତା ସହ ମଜା 

    ଲାଞ୍ଚ ବିନା ସଜା

   ସଭିଏଁ ଫସନ୍ତି ତା କଥା ଭାବି 


ତୁ ମୋର ବନ୍ଧୁ ମୁଁ ତୋ ବାନ୍ଧବୀ 

     ଶାଳୀ ସହ ଗାଳି

      ସ୍ତ୍ରୀ ସହ କାଳୀ

ସଭିଏଁ ମରନ୍ତି ତା କଥା ଭାବି 


ତୁ ମୋର ବନ୍ଧୁ ମୁଁ ତୋ ବାନ୍ଧବୀ 

     ଚା ସହ କେଟ୍ଲି 

     ପୂଜା ସହ ବଳି 

ସଭିଏଁ କରନ୍ତି ତା କଥା ଭାବି

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract