STORYMIRROR

Ram Prasad Bisoi

Fantasy Abstract Inspirational

2  

Ram Prasad Bisoi

Fantasy Abstract Inspirational

ବନ୍ଧୁ ନମସ୍କାର

ବନ୍ଧୁ ନମସ୍କାର

1 min
13K


ନମସ୍କାର ,

ହାତ ଯୋଡି ତୁମକୁ,

ବାମ ପାପୁଲି କହୁଛି 

ଏଇ ଦେଖ, 

ତୁମ ହୃଦୟରେ ଅଛି ମୁଁ

ଡାହାଣ ପାପୁଲି କହୁଛି

ମୋ ହୃଦୟରେ ତୁମେ ଅଛ

ଯୋଡି ଦେଲା ପରେ

ଉଭୟ ଉଭୟଙ୍କ ହୃଦୟରେ 

ଅଛେ ଚିରକାଳ,

ଅନ୍ତତଃ, 

ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ

ପ୍ରଯ୍ୟାପ୍ତ ବନ୍ଧୁତାର ଆମ୍ଭରକୁ ଦେଇ 

ଦ୍ୱାହି,

ଅଭିବାଦନ 

ତୁମକୁ ମୋର ହୃଦୟର ସହ------------!

©®କାଶ୍ୟପ

ରାମ ପ୍ରସାଦ ବିଶୋଇ,

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy