Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ବନ୍ଧନର ସୂତା ଖିଅ

ବନ୍ଧନର ସୂତା ଖିଅ

1 min
120


ବନ୍ଧନର ସେଇ ସରୁ ସୂତା ଖିଅ

ନାଆଁଟି ତାହାର ରାକ୍ଷୀ    

ଭାଇ ଭଉଣୀର ଅତୁଟ ସ୍ନେହ

ସାଜଇ ସେ ମୁକ ସାକ୍ଷୀ ।। 

       ଆରାଧ୍ୟା ଦେବତା ବଳଦେବଙ୍କର

       ଜନମ ଦିବସେ ଆଜି   

       ଆଶିଷ ମନାସେ ଭାଇ ପାଇଁ ପୁଣି

       ପ୍ରଭୁଙ୍କ ପୟରେ ପୂଜି ।। 

ଧୂପ ଦୀପ ଫୁଲ ଅକ୍ଷତ ଚନ୍ଦନ

ପୂଜା ଥାଳିଟେ ସଜେଇ   

ବସି ରହଥାଏ ଭଉଣୀଟିଏ ଯେ

ଭାଇର ବାଟକୁ ଚାହିଁ  ।। 

      ରାକ୍ଷୀଟିଏ ବାନ୍ଧି ଭଉଣୀ ହାତରୁ

      ଭାଇର ବଡିମା ଟେକ   

      ଭାଇର ଜୀବନ ରାକ୍ଷା ପୂର୍ଣ୍ଣିମାରେ

       ହୁଏ କି ସତେ ସାର୍ଥକ ।। 



Rate this content
Log in

Similar oriya poem from Inspirational