Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh Padhy

Inspirational

3.4  

Suresh Padhy

Inspirational

ପ୍ରିୟ ବାପୁଜୀ

ପ୍ରିୟ ବାପୁଜୀ

1 min
239



ହେ ଜାତିର ଜନକ ପ୍ରିୟ ବାପୁଜୀ ଚରଣେ ତୁମର ପ୍ରଣତି

ତୁମେ ମହା ମାନବ ମହାତ୍ମା ରୂପେ ହୃଦୟେ ରହିଛ ନୀତି

ଅସୋହଯୋଗ, ଲବଣ ସତ୍ୟାଗ୍ରହ ତୁମ ପାଇଁ ହୋଇଥିଲା

ତୁମରି ବୀରତ୍ଵ ବେଳେ ଆମ ଦେଶେ ତ୍ରିରଙ୍ଗା ଉଡିଲା

ସମୟନୁବର୍ତ୍ତିତା ହୋଇ ସବୁ କାମ କରୁଥିଲ

ସତ୍ୟ ଅହିଂସାର ପଥିକ ହୋଇ ଜୀବନେ ଚାଲୁ ଥିଲ

ସ୍ୱଚ୍ଛତାକୁ ତୁମେ ଗୁରୁତ୍ୱ ଦେଉ ଥିଲା ସଦା

ଭାଗବତ ଗୀତା ରାମ ଧୁନ୍ ବୋଲୁ ଥିଲ ଆହେ ଜାତିର ପିତା

ଉତ୍କଳ ଭୂଇଁରେ ପାଦ ପଡିଥିଲା ଆଜିର ଦିନେ ତୁମର 

ତୁମରି ପାଦ ପଡି ଧନ୍ୟ ହେଲା ଜନ୍ମଭୂମି ଆମର

ତୁମରି ଆଶିଷେ ଅନ୍ୟାୟ, ଅନୀତି କିଛି ନରହୁ

ରାମ ରାଜ୍ୟ ହୋଇ ଆମ ଦେଶ ଆଗକୁ ଯାଉ



Rate this content
Log in

Similar oriya poem from Inspirational