STORYMIRROR

Ranjan Kumar Khanda

Romance

2  

Ranjan Kumar Khanda

Romance

ବନ୍ଧନ

ବନ୍ଧନ

1 min
164

ବନ୍ଦ ତ ମୁଁ ସେବେଠୁ ହୋଇସାରିଛି 

ଯେବେଠୁ ତୁମର ବାହୁ 

ମୋତେ ସ୍ପର୍ଶ କରିଛି 

ସେବେଠୁ ବନ୍ଦ ହୋଇସାରିଛି 

ଯେବେଠୁ ତୁମର ଇଶାରା 

ମୋତେ ଆନମନା କରିଛି 

ସେବେଠୁ ମୁଁ ବନ୍ଦ ହୋଇଛି 

ଯେବେ ତୁମେ ମୋତେ 

ଶବ୍ଦର ରଜ୍ଜୁରେ 

ବନ୍ଧନ କରିବାର 

ପ୍ରୟାସ କରିଛ.. 

ହଁ, ସେବେଠୁ ମୁଁ 

ବନ୍ଦୀର ଜୀବନ ବଂଚିଛି 

ମାତ୍ର କେବେ ଅନୁଭବ 

କରିବାକୁ ବାଧ୍ୟ କରିନି.. 

ମୁଁ ନୁହେଁ ବରଂ 

ତୁମେ ମୋର ଏଇ 

ଶବ୍ଦ ରୂପି ଜାଲରେ 

ଛନ୍ଦି ହୋଇ ସାରିଛ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance