ବନ୍ଧନ
ବନ୍ଧନ
ଭଲପାଇବା ଯେ ଏକ ଶକ୍ତ
ବନ୍ଧନ, ମାନବିକତା ଯେବେ
କବରି ହୁଏ, ଭଲପାଇବା
ବି ଅସ୍ତିତ୍ୱ ହରାଏ....
ନିଜର ବୋଲି ଯାହା ଭାବେ
ତାହା ନିଜର ହୁଏନା.....
ନିଜସ୍ୱ ପଣିଆ କୁ
ଧିକାର କରେ
ନିଜର ଯେବେ ନିଜର ହୁଏନା
ମରୀଚିକା ପ୍ରାୟ ମନେ ହୁଏ
ଅସ୍ତିତ୍ୱ ହରାଏ
ସେତିକି ବେଳେ ମୁଁ
ଖୋଜେ ଅସ୍ତିତ୍ୱ..........
