STORYMIRROR

Sujat Kumar Sahoo

Inspirational

2  

Sujat Kumar Sahoo

Inspirational

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
313


ବନ୍ଦେ ଉତ୍କଳ ଜନନୀ

ନଦ ନଦୀ ଭାରା ମେଦିନୀ

ସୁଲଳିତ ଭାଷା, ପ୍ରକୃତି ସମ୍ପଦା,

ମନ୍ଦିର ମାଳିନୀ, ତୁ ଭଲ ସୋଭିତା,

ଜଳଦ ତନୁ ମାଳା ମାଳିନୀ

ବନ୍ଦେ ଉତ୍କଳ ଜନନୀ ।

ପର୍ବତ ଶିଖର, ତୋ ପାଦ ନୁପୂର

ତୋ ହସ୍ତ କଙ୍କଣ, ପ୍ରକୃତି ଜଙ୍ଗଲ

ତୁ ଭୂ-ଧାରା ଭବ ତଟିନୀ

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational