Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Classics Inspirational

3  

Madhu mita

Classics Inspirational

ବଲିଉଡରେ ଆଜାଦି କା ଅମୃତ ମହୋତ୍ସବ

ବଲିଉଡରେ ଆଜାଦି କା ଅମୃତ ମହୋତ୍ସବ

1 min
214



ଆସ ଆଜାଦିର ଅମୃତ ମହୋତ୍ସବ

ପାଳିବା ଖୁସିରେ ଆଜି

'ମା' ତୁଝେ ସଲାମ' ଗୀତର

ତାଳକୁ ଆନନ୍ଦ ମନରେ ଭଜି ।

'ବୈଷ୍ଣବ ଜନତୋ ତେନେ କହିୟେ ଯେ'

ଗୀତକୁ ଟିକେ ଗାଇବା

'ମେରେ ଦେଶ କି ଧରତୀ ସୋନା ଉଗଲେ'

ଗାଇ ଟିକେ ଝୁମିଯିବା ।


'ୟେ ଦୁନିଆ ଏକ ଦୁଲହନ' ହେଲେ

ମଥାର ବିନ୍ଦି ଯେ ଆମ ଇଣ୍ଡିଆ ।

'ଦିଲ ଦିତା8 ହୈ ଜାନ ଭି ଦେଙ୍ଗେ'

ତା' ପାଇଁ ଜାଣୁ ଏ ସାରା ଦୁନିଆ ।

ସବୁ ଯୁଦ୍ଧରେ ବିଜୟୀ ମୋ ଦେଶ

କହିବା 'ଚକ୍ ଦେ ଇଣ୍ଡିଆ' ।

'ଦୁଷମନ୍ କେ ଛକେ ଛୁଡ଼ା ଦେ'

ଯେଉଁଠି ଆମେ ହୋଇଯାଉ ଠିଆ ।


'ମେରା ରଙ୍ଗ ଦେ ବସନ୍ତୀ ଚୋଲା' କହିଦେଇ

ଉଡ଼େଇ ବିଜୟ ଧ୍ଵଜା ।

'ସୁନୋ ଗୌର ସେ ଦୁନିଆଁ ୱାଲୋନ୍'

ଡରେଇଲେ ଦେବୁ ସଜା ।

'ବନ୍ଦେ ମାତରଂ ସୁଜଳାମ ସୁଫଳାମ

ଶସ୍ୟ ଶ୍ୟାମଳା ମାତରଂ ତୁମକୁ ଶତତ ବନ୍ଦେ ।

'ଜହାଁ ଡାଲ ଡାଲ ପର

ସୋନେ କି ଚିଡ଼ିୟା କରତି ହୈ ବସେରା

' ପ୍ରଣାମ ମା' ତୋ ପାଦେ ।


ଭୁଲି ଯିବନାହିଁ ବଳିଦାନ କେବେ ଶୁଣ

'ଆଖୋଁ ମେ ଭର ଲୋ ପାନି' ।

ଆମକୁ ଚିହ୍ନିଲେ ଆଶ୍ଚର୍ୟ୍ଯ ହୁଏ ଏ ଦୁନିଆ

' କ୍ୟୁଁ କି ଦିଲ ହୈ ହିନ୍ଦୁସ୍ତାନୀ ।




Rate this content
Log in

Similar oriya poem from Classics