STORYMIRROR

Puspanjali Panda

Abstract

2  

Puspanjali Panda

Abstract

ବକ ପଞ୍ଚମୀ

ବକ ପଞ୍ଚମୀ

1 min
464

କାର୍ତ୍ତିକ ଧର୍ମର ମାସ

ସେ ମାସ ର ଶେଷ

ସପ୍ତାହ କୁ ଆମେ

ଜାଣୁ ପଞ୍ଚୁକ ନାମେ

ବଗ କରୁଛି ଧର୍ମ

ମାଛ ଖାଇବ ନାହିଁ

କାର୍ତ୍ତିକ ମାସ ଶେଷ

ବକ ପଞ୍ଚମୀ ଏହି

ମହାଭାରତ କାଳେ

ଭୀଷ୍ମ ପିତାମହ ତଳେ

ଥିଲେ ଶରଶଯ୍ୟାରେ

ରାଜଧର୍ମ କଥା

କହିଥିଲେ ସେବେ

ଭଗବାନ ଶ୍ରୀହରି

ସଖା ସଙ୍ଗେ ଧରି

ଜଳ ଦାନ ଦେଲେ

ଭୀଷ୍ମ ସନ୍ତୁଷ୍ଟ ହେଲେ

ପାଞ୍ଚଦିନ ଯାଏ

ଜଳ ଅର୍ଘ୍ୟ ଯିଏ

ଦେଉଥିବ ତାର

ସକଳ ବାଧା ଦୂର

ଶ୍ରୀକୃଷ୍ଣଙ୍କ ଆଞା

ଭୀଷ୍ମ ଙ୍କ ପ୍ରତିଞା

ସେବେଠାରୁ ଅଛି

ପଞ୍ଚକ ବୈଲାଉଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract