STORYMIRROR

Hrushikesh Satpathy

Abstract

3  

Hrushikesh Satpathy

Abstract

ବିଷ ଠୁ ବହଳ

ବିଷ ଠୁ ବହଳ

1 min
176

ତୁମେ

ଆସିଲ,ଆସି

ଚାଲିଗଲ,ଦେଇଗଲ

ମୁଠାଏ ମାଟି,କିଛି ସ୍ବପ୍ନ


ସିଏ

ସ୍ବପ୍ନ ନୁହେଁ,

ନୁହେଁ ବି ସତ୍ୟ,

ଖାଲି ପ୍ରତାରଣା,

ବହଳ ବହଳ ଛଳନା


ତା'ହେଲେ,

ଏଇ କ'ଣ ପ୍ରେମର ସଂଜ୍ଞା

ପ୍ରେମର ସଂଜ୍ଞା କ'ଣ ବୁଝିଛ

ପ୍ରେମ ପାଇଁ ପ୍ରତୀକ୍ଷା କେବେ କରିଛ


ପ୍ରେମ ତ

ହୃଦୟର ପରିଭାଷା,

ପ୍ରତାରଣା,ଅଦ୍ଭୂତ ଜିଜ୍ଞାସା

ଜଳି ଯିବାର ଅଦମ୍ୟ ଦହନ

ପ୍ରେମ ନ ହେଉ,

ପ୍ରତାରଣା ବିଷ ଠୁ ବହଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract