ବିଶ୍ଵରୂପ ପ୍ରେମ ସ୍ୱରୂପ
ବିଶ୍ଵରୂପ ପ୍ରେମ ସ୍ୱରୂପ
ନହେଲି ମୁଁ ଯାଦୁଗର
ନହେଲି ମୁଁ ଚିତ୍ରକର
ନହେଲି ମୁଁ ଗୀତିକାର
କିନ୍ତୁ ଚାହେଁ ଖାଲି ପରିବର୍ତ୍ତନ
ଚାହେଁନା କିଛି ଅମଙ୍ଗଳ ବିପରୀତ
ଚାହେଁ ଖାଲି ବିଶ୍ଵରୂପ ପ୍ରେମ ସ୍ୱରୂପ ।
ନହେଲି ମୁଁ ଯାଦୁଗର
ନହେଲି ମୁଁ ଚିତ୍ରକର
ନହେଲି ମୁଁ ଗୀତିକାର
କିନ୍ତୁ ଚାହେଁ ଖାଲି ପରିବର୍ତ୍ତନ
ଚାହେଁନା କିଛି ଅମଙ୍ଗଳ ବିପରୀତ
ଚାହେଁ ଖାଲି ବିଶ୍ଵରୂପ ପ୍ରେମ ସ୍ୱରୂପ ।