STORYMIRROR

Alka Mohanty

Abstract Action Inspirational

3  

Alka Mohanty

Abstract Action Inspirational

ବିଶ୍ବ କବିତା ଦିବସ

ବିଶ୍ବ କବିତା ଦିବସ

1 min
218


ଲେଖିବା ଗୋଟିଏ ଗୋଟିଏ କବିତା 

ହୃଦୟର ଭାଷା ଭାବକୁ ନେଇ,

ପୃଥିବୀ କାଗଜ ଉପରେ ଲେଖିବା

କଲମ ମୁନରେ ସାଗର ସ୍ୟାହି।


ସ୍ନେହ,ପ୍ରେମ,କରୁଣାର ମନ୍ଦାକିନୀ

ଝରାଇବା ଏହି ଧରା ଧାମରେ,

ନିଜ ମାତୃଭଷା ଜନନୀ ଆମର

ତାର ସ୍ନେହ ରହୁ ମୋ ଧମନୀରେ।


ବି'ଶ୍ବ କବିତା ଦିବସରେ ବନ୍ଧୁ

ଶୁଭେଚ୍ଛା ମୋ ନେଵ ଅତି ଆଦରେ,

ମାଆ ସରସ୍ଵତୀ ଆଶିଷ ଦିଅନ୍ତୁ

ଖ୍ୟାତି ଲାଭ କର ତୁମ ସୃଷ୍ଟିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract