STORYMIRROR

Puspalata Sahoo

Abstract

3  

Puspalata Sahoo

Abstract

ବିଶ୍ୱସ୍ତ

ବିଶ୍ୱସ୍ତ

1 min
204

ବଡ଼ ଉପକାରୀ ଜୀବଟିଏ  

ବିଶ୍ୱାସର ଵୀଜ ବୁଣି ଦିଏ 

ଜୀବନକୁ ମୋର ଲଗାଇ ବାଜି 

ମାଲିକକୁ ରଖେ ଜୀବନ୍ତ ସାଜି 

ଜଗି ଥାଏ ଘର ଦୁଆର ମୁହେଁ 

ଶତ୍ରୁକୁ ନିପାତ କରେ ଯେହ୍ନେ 

ମୋ ଠାରୁ ବିଶ୍ୱାସୀ ନାହିଁ କେ ଆଉ 

ଜୀବନ ମୋହର ଗଲେ ବା ଯାଉ 

ରଖିବି ପ୍ରଭୁର ଜୀବନ ସତେ 

ବିଶ୍ୱାସୀ ବୋଲାଇ ସାରା ଜଗତେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract