Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspalata Sahoo

Others

3  

Puspalata Sahoo

Others

କରୋନା ଓ ଜୀବନ

କରୋନା ଓ ଜୀବନ

1 min
165


ଜୀବନର ଉଠାଣି ଗଡ଼ାଣି ପଥରେ କିଏ କେତେବେଳେ ଆସିବ ଆଉ ଯିବ ତାର ହିସାବ କେହି କରି ପାରିବେ ନାହିଁ !

ଜୀବନର ଅଙ୍କା ବଙ୍କା ନଦୀ ପଥ ପରେ ଆମେ ସବୁ ଜଣେ ଜଣେ ନାଉରୀ !

ଭଲ ଭାବେ ନାଆ କୁ ଚଲେଇ ପାରିଲେ ଆମେ କୂଳରେ ଲାଗି ପାରିବା !

ଆଉ ଟିକେ ଅସାବଧାନତା ହେଲେ ନାଆ ବୁଡି ଯିବାର ସମ୍ଭାବନା ବହୁତ !!


କରୋନା ଭୁତାଣୁ ଯେପରି ଆମ ଚାରି ପାଖରେ କାୟା ବିସ୍ତାର କରି ଚାଲିଛି ଆମେ ସତର୍କତା ଅବଲମ୍ବନ କରିବା ଉଚିତ !

ନ ହେଲେ ଆମେ ମଝି ନଈ ରେ ଭାସିଯିବା ହିଁ ସାର ହେବ !

ବେଳ ଥାଉ ଥାଉ ବନ୍ଧ ବାନ୍ଧିବାକୁ ହେବ !

ନିଜ ଜୀବନକୁ ନିଜେ ବଞ୍ଚାଇବା ପାଇଁ ସଂଘର୍ଷ କରିବାକୁ ପଡିବ !!


Rate this content
Log in