STORYMIRROR

Puspalata Sahoo

Tragedy

3  

Puspalata Sahoo

Tragedy

ମଧୁର ତୋ ନାଁ

ମଧୁର ତୋ ନାଁ

1 min
244

କେଡେ ମଧୁର ନାଁ ଟି ତୋର 

ଲାଗଇ ସତେ ସରଗପୁର 

ତୋ ପାଦଧୂଳି 

ମୁଣ୍ଡରେ ବୋଳି 

ପାଇଛି ସବୁ ସୁଖ 

ଗାଳି ତୋହର 

ମମତା ଭରା 

ନେଉଛୁ ତୋଳି 

କରିଲେ ଅଳି 

ଦେଇ ଆଶିଷ ତୋର 

ମଥାରେ ଢାଳି ମୋର 

ଦୁନିଆରେ ମୁହିଁ 

ବଞ୍ଚିବା ପାଇଁ 

କରୁ କେତେ ସଂଘର୍ଷ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy