STORYMIRROR

Puspalata Sahoo

Others

3  

Puspalata Sahoo

Others

ପୃଥିବୀ ଆଖିରେ ଲୁହ

ପୃଥିବୀ ଆଖିରେ ଲୁହ

1 min
211

ପୃଥିବୀ ମାଆର ଆଖିରେ ଲୁହ 

କେହି ବୁଝୁନି ତାହାରି କୋହ 


ଜଙ୍ଗଲ ତାର ହେଉଛି ଧ୍ୱଂସ 

ପଶୁ ପକ୍ଷୀଙ୍କୁ ମିଳୁନି ବାସ !!


ମିଳୁନି ଜଳ ଚାଲୁନି କଳ 

ଅମ୍ଳଜାନ ପାଇଁ ପୁରୁଚି କାଳ 


ପ୍ରକୃତି ମାଆ ସାଧୁଛି ଦାଉ 

ମଣିଷ ଆଜି ଚେତୁନି ଆଉ !!


କରୋନା ଭୂତାଣୁ ଦେଖାଏ ଖେଳ 

ସଭିଏଁ ପରା ହେଲେଣି ମେଳ 


ଗଛ ଲାଗଇ ପୃଥିବୀ ପରେ 

ସବୁଜିମା ଭରି ଦେବା ଆମେରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍