Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ବିଶ୍ୱମୟ

ବିଶ୍ୱମୟ

1 min
141


ସ୍ପର୍ଶ ଏକ ଏମିତି ଇନ୍ଦ୍ରିୟ 

ବିଶ୍ୱାସ ଓ ନିଶ୍ୱାସର ପ୍ରତେୟ 

ଗଭୀରତା ତାର ସୁନୀଳ ଆକାଶମୟ 

ଆକୁଳତା ତାର ଆବେଗମୟ 

ମାଆର ସ୍ପର୍ଶ ରେ ଶିଶୁର ହସରେ 

ଦିବ୍ୟ ଚେତନା ର ସ୍ପର୍ଶ ବିଭୋର 

କରେ ପ୍ରତ୍ୟକ ହୃଦୟ ରୁ ହୃଦୟ 

ମଣିଷ ଖୋଜୁଛି ସ୍ପର୍ଶ ନିବିଡ଼ମୟ 

ଦେଇଛି କେତେକାହାକୁ ନଭାବି 

ହେଉଛି ଆକୁଳ ଅଥୟ 

ଥରେ ସ୍ପର୍ଶ କରିଦେଖ ବିଶ୍ୱ ସମୁଦାୟ. 



Rate this content
Log in