STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ବିଶ୍ୱମୟ

ବିଶ୍ୱମୟ

1 min
140

ସ୍ପର୍ଶ ଏକ ଏମିତି ଇନ୍ଦ୍ରିୟ 

ବିଶ୍ୱାସ ଓ ନିଶ୍ୱାସର ପ୍ରତେୟ 

ଗଭୀରତା ତାର ସୁନୀଳ ଆକାଶମୟ 

ଆକୁଳତା ତାର ଆବେଗମୟ 

ମାଆର ସ୍ପର୍ଶ ରେ ଶିଶୁର ହସରେ 

ଦିବ୍ୟ ଚେତନା ର ସ୍ପର୍ଶ ବିଭୋର 

କରେ ପ୍ରତ୍ୟକ ହୃଦୟ ରୁ ହୃଦୟ 

ମଣିଷ ଖୋଜୁଛି ସ୍ପର୍ଶ ନିବିଡ଼ମୟ 

ଦେଇଛି କେତେକାହାକୁ ନଭାବି 

ହେଉଛି ଆକୁଳ ଅଥୟ 

ଥରେ ସ୍ପର୍ଶ କରିଦେଖ ବିଶ୍ୱ ସମୁଦାୟ. 



Rate this content
Log in

Similar oriya poem from Classics