STORYMIRROR

Rama chandra Pradhan

Abstract

3  

Rama chandra Pradhan

Abstract

ବିଶ୍ୱ ବିପତ୍ତି

ବିଶ୍ୱ ବିପତ୍ତି

1 min
178

ଆତଙ୍କିତ ଆଜି ସାରା ବିଶ୍ୱବାସୀ    ଏ ବିଶ୍ୱ ବିପତ୍ତି ଦେଖି ଲାଗୁଛି ଯେମିତି ଦିନ କେଇଟାରେ    ଉଡିଯିବ ପ୍ରାଣପଖି... ସବୁ ଭୀତତ୍ରସ୍ତ ଏ ଭବ ସଂସାରେ    ନାହିଁ ଜଣେ କେହି ସୁଖି ରକ୍ଷାକର ପ୍ରଭୁ କରୋନା ଦାଉରୁ    ଧରମକୁ ସାକ୍ଷୀ ରଖି... ଚାରିଆଡେ ଏବେ ପୁରା ତନାଘନା    ତଦନ୍ତ ବି ଟିକିନିଖି ସବୁତ ଘଟୁଛି ମାଲିକା ପ୍ରକାରେ    ଯାହା ଅଛି ଆଗୁ ଲେଖି କୁଆଡେ ନ ଯାଇ ଘରେ ବସି ରୁହ    ପ୍ରତିଷେଧ ହାତେ ମାଖି କାଳେ ଟଳି ଯିବ ଏ ମହା ବିପଦ   ଭୂତାଣୁଟା ଯାଇ ଶୁଖି... ରାମ ଚନ୍ଦ୍ର ପ୍ରଧାନ


Rate this content
Log in

Similar oriya poem from Abstract