STORYMIRROR

Sunanda Mohanty

Romance Inspirational Others

3  

Sunanda Mohanty

Romance Inspirational Others

ବିରହୀ

ବିରହୀ

1 min
160

ପ୍ରେମରେ ବିରହ ଅତ୍ୟନ୍ତ ଜରୁରୀ 

ବୁଝିବାକୁ ପ୍ରେମ ହେବାକୁ ଜହୁରୀ 

ବିରହୀ ଵସନା ଜମା ମନମାରି 

ଶାଶ୍ୱତ ପ୍ରେମ ଆସିବ ନିଶ୍ଚେ ଫେରି 

ହଉ ପଛେ ଅଳପ ଟିକିଏ ଡେରି 

ପ୍ରେମର ସଂଜ୍ଞା ବୁଝେ ସେ ବେଭାରି 

ବିରହ ଯାତନା ବଢାଏ ପ୍ରେମ ଡୋରି 

ପ୍ରେମ ଚିରନ୍ତନ ପକାଏ ସାତଫେରି 

ବିରହ କେବଳ କରେ ସାତସରି 

ବୁଝିବାକୁ ପ୍ରେମ କୁ ନବ ଉନ୍ମାଦନା ଭରି 

ବିରହ ସୂତା ର ଦୁଇପଟେ ଗଣ୍ଠି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance