STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ବିପ୍ଳବ

ବିପ୍ଳବ

1 min
7

ଯନ୍ତ୍ରଣା ନୁହେଁ ଏକ ଫୁଲ ବଗିଚା 
ମନ୍ତ୍ରଣା ନୁହେଁ ଏକ ଫୁଲ ବଗିଚା 
ନୁହେଁ ଏକ ଶେଯ ଗୋଲାପ ର 
କଣ୍ଟା ଏକ ଗୋଲାପ ର 
ହୃଦୟରେ ଏବେ ନିଆଁ ଜଳେ 
ଜ୍ୱଳନ ହୁଏ ଦହନ ହୁଏ 
ତମେ ସିନା ଜାଳିଦେଲ 
ବହ୍ନି ଏବେ ଜଳେ ବିପ୍ଳବ ର 
ମୁଁ କିନ୍ତୁ କରେନା ବିପ୍ଳବ 
ଚାହେଁ ଯେବେ ଶାନ୍ତିର ମାର୍ଗ 
ତମେ କିନ୍ତୁ ନିଆଁ ଜାଳ 
ମୁଁ ବହ୍ନି ହୁଏ ବିପ୍ଳବର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଉତ୍ତର

ଉତ୍ତର

1 min ପଢ଼ନ୍ତୁ

ଭୟ

ଭୟ

1 min ପଢ଼ନ୍ତୁ

ଦହନ

ଦହନ

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

Similar oriya poem from Abstract