STORYMIRROR

BANITA SAHU

Abstract

2  

BANITA SAHU

Abstract

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
304

ହଁ ମୁଁ ସିନ୍ଦୂର

ନାରୀ ମୂଖର ସୁନ୍ଦର

ନାରୀଙ୍କ ମର୍ଯ୍ଯଦା ମୁଁ

ତ

ନାରୀଙ୍କ ପ୍ରତିକ ବି ମୁଁ

ସଧାବା ନାରୀଙ୍କ ପରିଚୟ ମୁଁ

ତ

ନାରୀଙ୍କ ମଥାର ସୌନ୍ଦର୍ଯ୍ଯ ବି ମୁଁ


ନାରୀଙ୍କ ଗୌରବ ମୁଁ

ତ

ନାରୀଙ୍କ ଧର୍ଯ୍ଯ ବି ମୁଁ

ନାରୀଙ୍କ ପ୍ରେମ ମୁଁ

ତ

ନାରୀଙ୍କ ତ୍ଯାଗ ବି ମୁଁ

ନାରୀଙ୍କ ହସ ମୁଁ

ତ

ନାରୀଙ୍କ ଖୁସି ବି ମୁଁ

ସିନ୍ଦୂର ପିନ୍ଦିଲେ ନାରୀ ଦିଶେ ଭାରି ସୁନ୍ଦର

ଏହା ମଥାରେ ଥିଲେ ସୌନ୍ଦର୍ଯ୍ଯ ବଢାଏ ଆମ ସମାଜର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract