STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବିଜୟା ଦଶମୀ

ବିଜୟା ଦଶମୀ

1 min
410

ଅନଳ ସମ୍ଭୂତା ଦୁର୍ଗା ଆଦିମାତା

 ଜୟ ଜୟ ଦଶ ଭୁଜା

ଦନୁଜ ନାଶିନୀ ଅଭୟ ଦାୟିନୀ

 ହିମଗିରିର ଆତ୍ମଜା

ବିଜୟା ଦଶମୀ ତିଥିରେ ଜନନୀ

 ଘେନା କର ଆମ୍ଭ ପୂଜା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational