Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

2.9  

Suresh chandra Padhy

Classics

ବିଜୟା ଦଶମୀ

ବିଜୟା ଦଶମୀ

1 min
136



ଆସ ମା ତୁମେ ଧରା କୁ ଅବତରି

ତୁମରି ସ୍ୱାଗତ କରିବି ମନ ଭରି

ଅଜ୍ଞାନ ଅନ୍ଧକାର ମୋର ତୁମେ ହରି ନେବ

ଜ୍ଞାନ ଆଲୋକରେ ଆଲୋକିତ କରିବ

ମା ତୁମ କରୁଣା ପାଇଲେ ମୁହିଁ

ବିପତ୍ତି ସବୁ ଯିବ ଦୁରେଇ

ତୁମ ବିନା କେହି ନାହିଁ ସାହା ମୋର

ମା ତୁମ ପାଖେ ଆସ୍ରା ମୋହର

ତୁମେ ମୋର ଗତି ମୁକ୍ତି 

ତୁମେ ହିଁ ମୋର ଶକ୍ତି

ତୁମ ବିନା ମା ମୋର ଅନ୍ୟ ଗତି ନାହିଁ

ବିପଦ ନାଶିନୀ ମା ତୁମେ ଜଗତ ଜନନୀ

ତୁମ କୃପା ବଳେ ରାମ ରାବଣ କୁ କଲେ ନିଧନ

ବିଜୟା ଦଶମୀ ହୋଇଲା ଏହି ଦିନ

ତୁମ ପାଇଁ ମହିଷାସୁର ବିନାଶ ହୋଇଲା

ତୁମ ପାଇଁ ମହି ରେ ଶାନ୍ତି ଫେରିଲା

ତୁମ ପୂଜା ଆଜି ସର୍ବତ୍ର ହେଉ ଅଛି

ତୁମ ପାଇଁ ସଭିଙ୍କ ମନ ନାଚି ଯାଉଛି

ଜୟ ଜୟ ମଙ୍ଗଳା ଜୟ ମା ବିମଳା

ଜୟ ମା ଗୋ ସାରଳା ଜୟ ହେ କମଳା

ତୁମ ପାଇଁ ଜଗତ ଶକ୍ତି ପାଉଛି

ତୁମ ଆରଧନା ରେ ଶାନ୍ତି ମିଳୁଛି ।



Rate this content
Log in

Similar oriya poem from Classics