ଭାଗ୍ୟ ଭବିଷ୍ୟତ
ଭାଗ୍ୟ ଭବିଷ୍ୟତ
ଭାଗ୍ୟ ଓ ଭବିଷ୍ଯତ ନିଶ୍ଚିତ ଏକ
ଅନିଶ୍ଚିତତା,
ତେବେ ଆମେ ଭାବିବା କୁହ କିଆଁ
ତାହାର କଥା ।
ଭାଗ୍ୟ ଭବିଷ୍ୟତକୁ ଆମେ କରିବାନି
କେବେ ନିର୍ଭର
କରିଲେ, ଜୀବନ ଖାଲି ହୋଇବ
ଅସ୍ଥିର ଓ ଅଧୀର ।
ଅତୀତରୁ ଶିକ୍ଷା କରି ନିଜ ଭବିଷ୍ୟ
କରିବା ସ୍ଥିର
କର୍ମ ମୋର ଗୁରୁ, ସୁଖରେ କଟିବ
ସଂସାର।
ଜୀବନରେ ଭାଗ୍ୟ ଭବିଷ୍ୟତକୁ ଧରି
ନିର୍ଭର କରିଲେ
ଜାଣିଛୁ ସମସ୍ତେ, ଶୋଇଲା ଲୋକର
ଜମା ଭାଗ ନାହିଁରେ ।