STORYMIRROR

Abhipsa Jena

Inspirational

3  

Abhipsa Jena

Inspirational

ବିଜ୍ଞାନ ଯୁଗ

ବିଜ୍ଞାନ ଯୁଗ

1 min
12K

ଆଜିର ବିଜ୍ଞାନ ଯୁଗେ

କ'ଣ ବା ଅସମ୍ଭବ?

ପିଲାଦିନେ କାଗଜରେ ରକେଟ ବନେଇ

ଚନ୍ଦ୍ର ପୃଷ୍ଠକୁ ପଠାଇବାର ପରିକଳ୍ପନା

ଆଜି ପରିଣତ ହୋଇଛି ସତ୍ୟରେ।

ମଣିଷ ତିଆରି ଯାନ୍ତ୍ରିକ ରକେଟ

ଆଜି ପହଞ୍ଚି ପାରିଛି ଚନ୍ଦ୍ର ପୃଷ୍ଠରେ।

ବିଜ୍ଞାନ ହୋଇଛି ମଣିଷ ପାଇଁ ବରଦାନ।

ଅସମ୍ଭବକୁ ସମ୍ଭବ କରିପାରିଛି

ତା'ର ଞ୍ଜାନ ଓ ବୁଦ୍ଧି ବଳରେ।

ଖାଲି ସେତିକି ନୁହେଁ

ମଣିଷ ଚନ୍ଦ୍ର ପୃଷ୍ଠରେ

ଯାଗା କିଣିବାକୁ ବାହାରିଲାଣି।

ଏହାଠୁ ବଳି ଆଶ୍ଚର୍ଯ୍ୟର କଥା

କ'ଣ ହୋଇପାରେ?


Rate this content
Log in

Similar oriya poem from Inspirational