STORYMIRROR

Abhipsa Jena

Others

3  

Abhipsa Jena

Others

ଖୁସି

ଖୁସି

1 min
126

ଜୀବନଟା ସୁଖଦୁଃଖର ସମ୍ମିଶ୍ରଣ

କିନ୍ତୁ ମଣିଷ ବୁଝି ପାରେନା

ଏ ଖୁସି ମିଳେ କେଉଁଠି?


ଥରେ ଅନୁଭବ କରି ଦେଖ

ନିଜ ହୃଦୟ ର ସିନ୍ଦୁକ ମଧ୍ୟରେ ହିଁ

ଲୁଚି ରହିଛି ପ୍ରକୄତ ଖୁସି ।


ଆଉ ଏ ମଣିଷ ଘୁରି ବୁଲେ

କସ୍ତୁରୀ ମୃଗ ପରି

ସୁଖ ଅନ୍ୱେଷଣରେ ।


ଯେ ଯାଏ ତୁମେ

ନିଜ ମଧ୍ୟରେ ଖୁସିକୁ ନ ପାଇଛ

ଅନ୍ୟ କେହି ତୁମ ଖୁସିର କାରଣ ନୋହିବ।



Rate this content
Log in