Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhipsa Jena

Others

2.6  

Abhipsa Jena

Others

ଇର୍ଷା

ଇର୍ଷା

1 min
7.6K


ଆକାର ଶୂନ୍ୟ ଏ ମନ,

ତଥାପି ମନର କେଉଁ ଏକ କୋଣରେ ଜାଲ ବିଛାଇଦିିିଏ,

ଏ ଇର୍ଷାରୂପୀ ଅଳିଆ,

ଦୁୁର୍ବଳ ହୃଦୟର ପ୍ରାଚୀର ଭାଙ୍ଗ,

ଆକ୍ରାନ୍ତ କରେ ମନକୁ,

ଆଉ ଧିରେଧୀରେ ଜମାଟ ବାନ୍ଧି ନିଏ,

ମଣିଷ ମନରେ,

ଜାଣିଛ!

ଏହାର ସୃଷ୍ଟି ଆମର ସଂକୀର୍ଣ୍ଣ ମାନସିକତାରୁ,

ଆଉ ଏବେ ବହୁ ଲୋକ ଆକ୍ରାନ୍ତ ଏ ରୋଗରେ,

ହେଲେ କେବେ ଥରେ ଭାବିିିଛ,

ଏ ଇର୍ଷା କେଡ଼େ ଭୟଙ୍କର!

ବିିଡ଼ମ୍ବନା!

ତମେ ଅବା ବୁଝିବ କେମିତି,

ଏ ସମାଜ ତ ଇର୍ଷା ପରାୟଣ,

ଆଉ ତମେ ବି ତ ଏ ସମାଜର ଏକ ଅଂଶ।




Rate this content
Log in